ଆଇଆଇସିଙ୍କ ବାସଭବନ ଭଙ୍ଗାରୁଜା ସହ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ

0

ଆଠଗଡ : ଆଠଗଡ ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନରେ ଭଙ୍ଗାରୁଜା । ଆଇଆଇସିଙ୍କ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଆଠଗଡ ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନ ଭଙ୍ଗାରୁଜା କରିବା ସହ ଥାନା ଗାଡି ଭାଙ୍ଗିଲେ ଦୁର୍ବୃତ୍ତ । ଏହି ଘଟଣାରେ ବଡମ୍ବା ଥାନା ରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ କରୁଛି ଆଠଗଡ ପୋଲିସ ।