ଆଲୋକମୟ ହେଲା ସାଲେପୁର ସହର

0

(ତାରାକାନ୍ତ ନାୟକ)ରିପୋର୍ଟସଟୁଡେ: ସାଲେପୁର ସହରକୁ ଆଲୋକୀକରଣ କରିବାପାଇଁ ଦୀର୍ଘଦିନ ଧରି ସାଲେପୁର ବ୍ୟବସାୟ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ହୋଇନଥିବାବେଳେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଚେଷ୍ଠାରେ ଏହି କାର୍ୟ୍ୟର ଶୁଭଶିଳାନ୍ୟାସ କରାଯାଇଛି।ସାଲେପୁର ବିଧାୟକ ଶ୍ରୀ ବେହେରା ସାଲେପୁର ବଜାର ବିକେ ଟକିଜ ନିକଟରେ ନଡ଼ିଆ ଭାଙ୍ଗି ଏହି କାର୍ୟ୍ୟର ଶୁଭ ଦେଇଥିଲେ।ସାଲେପୁର ସହରକୁ ୩ଟି ପର୍ୟ୍ୟାୟରେ ଅଲୋକୀକରଣ କରାଯିବ।ଏହି ଶିଳାନ୍ୟାସ କାର୍ୟ୍ୟକ୍ରମରେ ସାଲେପୁର ବ୍ଲକ ଉପଧକ୍ଷ ରମେଶ ଜେନା,ଦିଲ୍ଲୀପଦାଶ,ସଞ୍ଜିତଦାସ,ମିହିରଦାସ,ବାବୁଲାଭୂୟାଁ,ମିଟୁମହାନ୍ତି,ବାବୁଲି ମହାନ୍ତି,ବିରକିସୋରନାୟକ,ପ୍ରମୁଖ ଯୁବନେତା ଉପସ୍ଥିତ ଥିଲେ। ଦାସ,ବାବୁଲାଭୂୟାଁ,ମିଟୁମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।