ଇରଫୁ ଓ କିସ-କିଟ ମଧ୍ୟରେ ବୁଝାମଣା

0

(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: କିସ ହେବ ରଗବି ହାଇ ପରଫର୍ମାନ୍ସ ସେଣ୍ଟର । ଏନେଇ ଭାରତୀୟ ରଗବି ସହ କିଟ ର ଚୁକ୍ତି ସ୍ୱକ୍ଷର ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଟ ଏବଂ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତା ହୋଇଯାଇଛି । ରଗବି ଖେଳକୁ ପ୍ରୋତ୍ସାହନ ଯୋଗାଇବା କୀଟ । ଏଥିସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରଗବି ଅସୋସିଏସନ ପକ୍ଷରୁ ଯୋଗାଇଦିଆଯିବ କିଟ ଓ କିସର ଲୋଗୋ । ଏଥିରେ ଇରଫୁ ପକ୍ଷରୁ ଇରଫାର ସଭାପତି କିଟ-କିସ ପକ୍ଷରୁ ମୁଖ୍ୟ କାର୍ଯ୍ୟାନିର୍ବାହୀ ଅଧିକାରୀ ଡଃ ପ୍ରଶାନ୍ତ କୁମାର ରାଉତରାୟ ସ୍ୱାକ୍ଷର କରିଥିଲେ ।