( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାର ତରଭା ହାଇସ୍କୁଲ ପଡିଆ ରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ” ଉଜ୍ଜଳା ସ୍ୱାଭିମାନ ଦିବସ” ପାଳନ କରାଯାଇଛି। ଏଥିରେ ଅତିଥି ରୂପେ ଶ୍ରୀ ବଳଦେବ ବେଦବାକ, ପ୍ରମୋଦ ମହାପାତ୍ର, ରାଜକିଶୋର ମେଣ୍ଡେଲି,ସୁରେଶ ମହଲା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲୀୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ହୀତାଧିକାରୀମାନଙ୍କୁ ଲାଇଫ ଅଭିଭାଷଣ ପ୍ରଦାନ କରିଥିଲେ ।