ଏଟିଏମ ଲୁଟେରା ଗିରଫ

0

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ଖନ୍ତାପଡ଼ା ପୁଲିସ ୪ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ପ୍ରାୟ ୧୮ ଲକ୍ଷ ଟଙ୍କା ଜବତ କରିଛି। ଲୁଟେରାମାନଙ୍କ ମଧ୍ୟରୁ ୩ ଜଣ ସୋର ଅଂଚଳର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ହେଉଛି ଉତ୍ତର ପ୍ରଦେଶ ନିବାସୀ ର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ପୁଲିସ ଲୁଟେରାଙ୍କ ଠାରୁ ୩ଟି ବାଇକ୍‌, ଗୋଟିଏ ବୋଲେରୋ ସହିତ ଅନ୍ୟାନ୍ୟ ଜିନିଷ ଜବତ କରିଛି।