(ରଜନୀକାନ୍ତ ପାତ୍ର/ଗଞ୍ଜାମ) : ଗଞ୍ଜାମ ଜିଲ୍ଲାର ଓଡ଼ିଆ ପାୱାର ବିଦୁତ ବିଦ୍ୟୁତ ନିଗମ ଲିଃର ଆଜି କିଛି ଠିକାଦାରକୁ ନେଇ ଗଞ୍ଜାମ ଜିଲ୍ଲାର ମୁହାଣରେ ନବମ ଥର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ଠିକାଦାର ଉପସ୍ଥିତ ଥିଲେ । ପ୍ରଥମ ଆଜିଠାରୁ ସମସ୍ତ ବକେୟା ରାଶି ପ୍ରଦାନ କରାଯିବ ଓ ସମସ୍ତ ସରକାରୀ କର୍ମଚାରୀଙ୍କୁ ହାତଗୁଞ୍ଚା ନ ଦେଵା ପାଈଁ ପ୍ରସ୍ତୁତି ବୈଠକରେ ନିଶ୍ଚିତ ହୋଇଥିଲା କିନ୍ତୁ ଏହାକୁ ନେଇ ବିରୋଧୀ ଦଳର କେତେକ ବ୍ୟକ୍ତି ବିରୋଧୀ କରିଥିଲେ । କିନ୍ତୁ ପରେ ଏହା ଏହି ସଂଗଠନ ଭାଗିଯାଇ ଥିଲା ଏହି ବିଷୟରେ ଆଲୋଚନା ଭି ହୋଇଥିଲା କିନ୍ତୁ ଏହି ସଂଗଠନ ମଜବୁତ ହୋଇଛି ବୋଲି ସଭା ପତି କହିଛନ୍ତି ।