ଓଡ଼ିଶାରେ ୬୨ ପ୍ରକଳ୍ପକୁ ଅନୁମତି ମିଳିଛି: ସଞ୍ଜୀବ ଚୋପ୍ରା

0

(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ଓଡ଼ିଶାରେ ପୁର୍ବରୁ ୬ଟି ପର୍ଯ୍ୟାୟରେ ମୋଟ ୧୨୦ଟି ପ୍ରକଳ୍ପର ପ୍ରତିଷ୍ଠା ହୋଇସାରିଛି । ଯେଉଁ ଥିରେ ୯୨ ହଜାର ୬୮୬ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ୧ଲକ୍ଷ ୨୦ ହଜାର ନିଯୁ୍କ୍ତ ପାଇସାରିଛନ୍ତି । ତେବେ ମେକ ଇନ ଓଡ଼ିଶାର ୨୦୨ ପ୍ରକଳ୍ପକୁ ଅନୁମତି ମିଳିଥିଲା । ୪ଲକ୍ଷ ୨୩ ହଜାର ପୁଞ୍ଜିନିବେଶ ହେବ ବୋଲି ଲକ୍ଷ ରଖାଯାଇଛି । ୨୦୨ ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୨ ପ୍ରକଳ୍ପକୁ ଅନୁମତି ମିଳିସାରିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ।