କେନ୍ଦ୍ରାପଡା ଚାହୁଁନି ଅନୁଭବକୁ

0

( ଭୁବନେଶ୍ୱର/ରିପୋର୍ଟସଟୁଡେ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଆଣିଆଠାରେ ଆଜି ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଚାଲିଥିବା ବେଳେ ଭାଙ୍ଗିଗଲା ମଞ୍ଚ। ସେତେବେଳେ ମଞ୍ଚରେ ଉପସ୍ଥିତ ଥିଲେ ଦୁଇ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ ଅନୁଭବ ମହାନ୍ତି। ତେବେ ସୌଭାଗ୍ୟ ବଶତଃ ସେମାନଙ୍କର କିଛି ହୋଇନାହିଁ।

ଆଜି ଏହି ମଞ୍ଚ ଭୁଷୁଡିବା ପରେ ସାଧାରଣରେ ଚର୍ଚ୍ଚା ହେଉଛି କି କେନ୍ଦ୍ରାପଡା ଚାହୁଁନି ଅନୁଭବକୁ । ଯିଏ କେନ୍ଦ୍ରାପଡାର ସୁଖ , ଦୁଃଖର ସାଥୀ ହୋଇଛି ତାକୁ ହିଁ ଚାହୁଁଛି କେନ୍ଦ୍ରପଡା ।