କୋଲ ଇଣ୍ଡିଆ ସହିତ ଓପିଟିସିଏଲ ଓ ଓଏସଡ଼ିଏମଏର ବୁଝାମଣା ପତ୍ର ସ୍ୱାକ୍ଷରିତ

0

(ହର ପ୍ରସାଦ ବିଷୋଇ)ଭୁବନେଶ୍ୱର: କୋଲ ଇଣ୍ଡିଆ ସହିତ ଓପିଟିସିଏଲ ଓ ଓଏସଡ଼ିଏମଏର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର,କଟକ ଏବଂ ପୁରୀ ଅଞ୍ଚଳରେ ଫନି ଦ୍ୱାରା ହୋଇଥିବା ବିଦ୍ୟୁତ ଟ୍ରାନ୍ସମିଶନ କ୍ଷତିର ପୁନରୁଦ୍ଧାର ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ । ୫୦କୋଟି ୩୨ଲକ୍ଷର ସହାୟତା ଦେଲା କୋଲ ଇଣ୍ଡିଆ । ଏକ ବର୍ଷ ଭିତରେ କାମ ଶେଷ ହେବ ବୋଲି ସୂଚନା ଦେଲେ କୋଲ ଇଣ୍ଡିଆ ସିଏସ ଆର ଜିଏମ ଅଜୟ ଚୌଧୁରୀ ।