ଖୋର୍ଦ୍ଧାରେ ଫୁଟିଲା ବୋମା

0

( ଭୁବନେଶ୍ୱର/ ରିପୋର୍ଟସଟୁଡେ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଗାଁରେ ବୋମାମାଡ଼ ହୋଇଛି। ଏଥିରେ ଗୋଟିଏ ବୋଲେରୋ କ୍ଷତିଗ୍ରସ୍ତ ହୋଇ ଥିବା ବେଳେ ନିକଟରେ ଥିବା ଏକ ଘରର କବାଟ ଓ ଝରକା ମଧ୍ୟ ନଷ୍ଟ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ଗତକାଲି ବିଳମ୍ବିତ ରାତିରେ ଏହି ବୋମା ମାଡ଼ ହୋଇଛି। ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।