ଜାନୁୟାରୀ ପ୍ରଥମ ସପ୍ତାହରେ ହେବ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା

0

(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଘୁଞ୍ଚିଥିବା ସୂଚନା ରହିଛି । ଜାନୁୟାରୀ ପ୍ରଥମ ସପ୍ତାହରେ ନିର୍ବାଚନ ହେବ ବୋଲି ଜଣାପଡିଛି । ଏହାସହ ଖୁବଶୀଘ୍ର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଳା ନିର୍ବାଚନ ସରିବ । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସେହିପରି ଗତ ୨୦ ତାରିଖ ଦିନ ପ୍ରତିଜିଲ୍ଲା ପାଇର୍ ବିଜେପି ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା ।