(ବିଶ୍ୱଜିତ୍ ଦାସ): କେବୁଲ ଏବଂ ଡ଼ିଟିଏଚ୍ କମ୍ପାନି ମାନଙ୍କପାଇଁ ନୂଆ ନିୟମ ଆଣିଛି ଟ୍ରାଇ । ଏଥର ଆଉ ଗ୍ରାହାକଙ୍କ ଠାରୁ ମନଇଛା ନେଇପାରିବେନି ପ୍ୟକେଜ୍ ମୂଲ୍ୟ । ଏଣିକି ଗ୍ରାହାକ ଯେତିକି ଚ୍ୟାନେଲ ଦେଖିବେ ସେତିକ ମୂଲ୍ୟ ଦେବେ । ଆଉ ଜବରଦସ୍ତ ପ୍ୟାକେଜର ମୂଲ୍ୟ ନେଇପାରିବନି କମ୍ପାନୀ । ଟ୍ରାଇ କହିଛି ଏଥର ମାସିକ ୧୩୦ଟଙ୍କା ରିର୍ଚାଜ କଲେ ୧୦୦ ଟି ଫ୍ରି ଟୁ ଏୟାର୍ ଚ୍ୟାନେଲ ଦେଖାଇବାକୁ ବାଧ୍ୟ ।
ଡ଼ିଟିଏଚ ଓ କେବୁଲଅପରେଟର । ଯଦି କୋ÷ଣଶି ଗ୍ରାହାକ ଏହି ୧୦୦ ଟି ଚ୍ୟାନେଲ ଦେଖିବାକୁ ଚାହେଁ ତେବେ ଅଲଗା ଟଙ୍କା ଦେବାକୁ ପଡ଼ିବ । ଏହି ନୂଆନିୟମ୨୯ ଡ଼ିସେମ୍ବରରୁ ଲାଗୁହେବ । ଆବଶ୍ୟକତାଠାର ଅଧିକ ମୂଲ୍ୟ ନେଲେବେଆଇନ ଧରାଯିବ । ଯାହାଫଳରେ,ଏହିନୂଆ ନିୟକୁ ଉଲଘଂନକଲେ କମ୍ପାନୀ ବିରୁଦ୍ଦରେକାର୍ଯ୍ୟାଅନୂଷ୍ଠାନ ଗ୍ରହଣକରାଯିବ ବୋଲି ଟ୍ରାଇ କହିଚି ।