ଥରମୁଣ୍ଡା କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ୩୩ ଦିନରେ ଜାରୀ

0

କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରେ ନିଯୁ୍କ୍ତି ଦାବୀ କରି ଥରମୁଣ୍ଡା ୩୦ କ୍ଷତିଗ୍ରସ୍ତ ପରିବାର ଚଳିତମାସ ଗତ ଅକ୍ଟୋବର ୯ତାରିଖରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଅନ୍ଦୋଳନ ଚଲାଇଛନ୍ତି । ଆଜିକୁ ୩୩ଦିନରେ ପହଞ୍ଚିଛି ଆନ୍ଦୋଳନ । କ୍ଷତିଗ୍ରସ୍ତ ପରିବାରଙ୍କୁ ନିଯୁକ୍ତି ଦେବା ବଦଳରେ କଣିହାଁ ଓୟସି ଯୁକ୍ତି ଦେବା ବଦଳରେ କଣିହାଁ ଓସିପି ଦା’ ଦା’ ଗିରି ଚରମ ସୀମାରେ ପହଁଚିଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ସମ ପରିମାଣରେ ଦାୟୀ । ଖଣି କର୍ତୃପକ୍ଷ କ୍ଷତିଗ୍ରସ୍ତଙ୍କ ଭିଟାମାଟି ନେବା ପୂର୍ବରୁ ସ୍ପେସାଲ କାଟେଗୋରି ସର୍ତ ଗଲା କୁଆଡେ । ଜମି ଅଧିଗ୍ରହଣ ପରେ ପଢାଉଛି ଆଇନ ପାଠ । ଏଭଳି ପରିସ୍ଥିତିରେ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ।ଇ କାମ ଧନ୍ଦା ଛାଡି ୩୩ ଦିନ ହେଲା ରାସ୍ତା କଡରେ ପଡିରହିଛୁ । ହେଲେ ଏମସିଏଲ ଆଗରେ ପ୍ରଶାସନ ଅସହାୟତା ଯୋଗୁଁ ଆମ୍ଭକୁ ଏଭଳି ଦସା ଭୋଗିବାକୁ ପଡୁଛି ବୋଲି ଆନ୍ଦୋଳନ କାରୀ ଅଭିୋଗ କରିଛନ୍ତି । ସେହିପରି ତାଳଚେର ବ୍ଲକ ହିଲୁଇ ଓ ଏକଡାଳ ପାଇଁ ସମାନ ୩୩ପ୍ରତିଶତ ଜମିହରାଇଥିଲେ ନ୍ରିତିଶତ ଜମି ହରାଇଥିଲେ ନିଯୁକ୍ତି ଦେଉଥିବା ବେଳେ କଣିହାଁ ବ୍ଲକ ଥରମୁଣ୍ଡା ୩୦ କ୍ଷତିଗ୍ରସ୍ତ ପରିବାରକୁ କାହିଁକି ଦିଆଯିବନି ବୋଲି ଆନ୍ଦୋଳନର ନେତୃତ୍ୱ ଜଗନ୍ନଥ୍ରସାଦ ସାହୁ ଗୁରୁତର ଅଭିଯୋଗ ଆଣି ବର୍ଷିଛନ୍ତି ପ୍ର୍ରଶାସନ ଓ ଏମସିଏଲର ଦୋମୁହାଁ ନିତୀ ବିରୋଧରେ । ତେବେ ଏମସିଏଲ ଅଧିଗ୍ରହଣ କରିଥିବା ଜମିଜମାରେ ଗତକାଲି ପୁଣି ଏକ ମେସିନ କାମରେ ଲାଗିଥିଲା । ଏହି ମେସିନ୍ ପଥରମୁଣ୍ଡା ଗ୍ରାମର ନିୁକ୍ତି ନିମନ୍ତେ ଯୋଗ୍ୟବିବେଚିତ କ୍ଷତିଗ୍ରସ୍ଥ ପରିବାରଙ୍କ ଜମିର ହୁଡାକୁ ସମତୁଲ କାର୍ଯ୍ୟରେ ଲାଗିଥିଲା । କିନ୍ତୁ ଆନ୍ଦୋଳନରତ ଥିବା ଜୈନେକ ପରିବାରବର୍ଗଙ୍କ ହୁଡାକୁ ଉକ୍ତ ମେସିନ ମାରିବା ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଠି ହୋଇଥିଲା । ଗତ ୪ ଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆନ୍ଦୋଳନରତ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ୧୯ ଅକ୍ଟୋବର ତାଳଚେର ଉପଜିଲ୍ଲ।।ଳଙ୍କ ଅଧକ୍ଷତାରେ କ୍ଷତିଗ୍ରସ୍ଥ, ପ୍ରଶାସନ ଓ ଏମସିଏଲ ଅଧିକାରୀଙ୍କୁ ନେଇ ସମାଧାନୀ ବୈଠକ ବସିଥିଲା । ଉଭୟ ବୈଠକରେ ନିଯୁକ୍ତି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ଜମିଜମାରେ ଏମସିଏଲ କର୍ତ୍ତୃପକ୍ଷ କୈାଣସି ର୍କ୍ୟା କରିାଳଙ୍କ ଅଧକ୍ଷତାରେ ଆନ୍ଦୋଳନରତ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ୧୯ ଅକ୍ଟୋବର ତାଳଚେର ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ କ୍ଷତିଗ୍ରସ୍ଥ, ପ୍ରଶାସନ ଓ ଏମ୍ସିଏଲ୍ ଅଧିକାରୀଙ୍କୁ ନେଇ ସମାଧାନୀ ବୈଠକ ବସିଥିଲା । ଉଭୟ ବୈଠକରେ ନିଯୁକ୍ତି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ଜମିଜମାରେ ଏମସିଏଲ କର୍ତ୍ତୃପକ୍ଷ କୈାଣସି କାର୍ଯ୍ୟ କରିପାରିବ ନାହିଁ ବୋଲି ନିଷ୍ପତି ନିଆଇଥିଲା । ବୈଠକର ନିଷ୍ପତି ତଥା ପ୍ରଶାସନର ନିର୍ନ୍ଦେଶକୁ ଏମସିଏଲ ଅବମାନନା କରି ବେଆଇନ୍ ଭାବରେ ଜମି ହୁଡାକୁ କାଟିବା ଫଳରେ ଘଟଣାସ୍ଥଳରେ ଚ।।ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଏନଟିିସି ପୋଲିସ୍ ଘଟଣାସ୍ଥଳରେ ପହଁଚି କ୍ଷତିଗ୍ରସ୍ଥଙ୍କୁ ବୁଝାସୁଝା କରିଥିଲା । ସ୍ଥାନୀୟ ପୋଲିସ ମେସିନକୁ ଥାନାକୁ ଆଣିଥିଲା । ଅପରାହ୍ନ ୩ଟା ବେଳେ ପଥରମୁଣ୍ଡା ଗ୍ରାମର ମହିଳା, ପୁରୁଷ ମେସିନର ବେଆଇନ ମାଟିକଟାକୁ ବିରୋଧ କରି ଥାନାରେ ଏକ ଅଭିଯୋଗ କରିଥିଲେ । ପଦ୍ମୀନି ସାହୁ, ଜୟନ୍ତୀ ସାହୁ, ସଂଯୁକ୍ତା ସାହୁ, ଜ୍ୟୋତ୍ସାରାଣୀ ସାହୁ, ରମ୍ଭା ସାହୁ,  ଦୈଦୀ ସାହୁ, ସୁଲୋଚନା ସାହୁ, ପଙ୍କଜିନୀ ସାହୁ, ସରସ୍ୱତୀ ସାହୁ, ସ୍ୱ୍ନାସରିତା ସାହୁ, ଇନ୍ଦ୍ରମଣି ବାରିକ୍, ଲଳିତା ବାରିକ୍, ଅଂଜଳୀ ବାରିକ୍, ଅଶାନ୍ତି ବାରିକ୍, ରେଣୁବାଳା ଦାସ, ପ୍ରମିଳା ଦାସ, ଅର୍ଣ୍ଣୂର୍ଣ୍ଣା ଦାସ୍, ମମତା ଦାସ୍, ଅମୃତି ଦାସ, ଦେବକୀ ସାହୁ, ଜାମିନି ଦାସ, ଶ୍ରୀମତୀ ସାହୁ, ସୁକାନ୍ତୀ ସାହୁ, ରଂଜିତା ଦାସ ପ୍ରମୁଖ ଥାନାରେ ଉପସ୍ଥିତ ଥିଲେ ।