(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମାଇକ୍ରୋ ଫାଇନାନ୍ସର ପୂର୍ବତନ ମୁଖ୍ୟ ପରିଚାଳକ ଦୁର୍ଗା ପ୍ରସାଦ ମିଶ୍ର ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି । ପୂର୍ବରୁ ସିବିଆଇ ଦ୍ୱାରା ଦୁର୍ଗା ଗିରଫ ହୋଇଥିଲେ ଓ ଜାମିନରେ ଆସିଥିଲେ । ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁର୍ଗାଙ୍କୁ ପଚରାଉଚରା କରୁଛି ।