ନଦୀ ସ୍ରୋତରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଘୋଡାହାଡ଼ ନଦୀ ସ୍ରୋତରେ ଖଲିଙ୍ଗି ଗ୍ରାମର ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଶଙ୍କର ଲେଙ୍କା ।
ଶଙ୍କର ଗତକାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ ଘର ଲୋକ ବହୁ ଖୋଜା ଖୋଜି ପରେ ସକାଳୁ ନଦୀକୁ ଶୌଚ ପାଇଁ ଆସିଥିବା ବେଳେ ଘୋଡାହାଡ଼ ନଦୀରେ ଭାସୁଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦିଆଯାଇଛି ।