(ପ୍ରିୟଦର୍ଶନୀ ସ୍ୱାଇଁ): ୨୦୦୫ମସିହା ରା.ଉଦୟଗିରିରେ ହୋଇଥିବା ଏ ଟେଲିଫୋନ ଏକ୍ସଚେଞ୍ଜ ବିସ୍ପୋରଣରେ ଉଡ଼ାଇବା ମାମଲାରେ ମାଓନେତା ସବ୍ୟସଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗଜପତି ଜିଲ୍ଲା କୋର୍ଟରେ ଚାଲିଥିଲା ଏହି ମାମଲା । ଜିଆର କେସ ୭୧/୨୦୦୬ ଏବଂ କେସ ନଂ ୨୧/୦୬ରେ ମାମଲା ରୁଜୁ ହୋଇଥିଲା । ସାକ୍ଷ୍ୟା ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି ସବ୍ୟସଚୀ ।