( ଭୁବନେଶ୍ୱର / ରିପୋର୍ଟସଟୁଡେ) :ପଦ୍ମ ଧରିଲେ ପ୍ରକାଶ ମିଶ୍ର । ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗ ଦେଇଛନ୍ତି ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଧ ଭାବେ ଯୋଗ ଦେଇଛନ୍ତି । ବିଜେପିର ଏହି ମିଶ୍ରଣ ପର୍ବରେ ମଧ୍ୟ ବିଜେଡିର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଏବଂଜଳେଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ନେତା ଦାମୋଦର ରାଉତ, ବିଶ୍ୱଭୂଷଣ ହରିଚନ୍ଦନ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।