(ରଜନୀକାନ୍ତ ପାତ୍ର)ହିଞ୍ଜିଳିକାଟୁ: ଗଂଜାମ ଜିଲ୍ଲା ହିଂଜିଳି ଥାନା ପିତଳ ଗାଁ ରେ ଆଜି ପୁଣି ପାଗଳୀ ତାର ଉନ୍ମତ୍ତକାଣ୍ଡ ଦେଖାଇଛି । ଗତ ବର୍ଷ ଏକ ଗଛରେ ଚଢି ଶୂନ୍ୟ ରେ ଠିଆହୋଇଥିବା ଘଟଣା ଚର୍ଚ୍ଚାରେ ଥିବା ବେଳେ ଆଜି ସକାଳେ ପୁଣି ପାଗଳୀ ଜଣକ ଗଛ ଉପରକୁ ଚଢି ନିଜର ଉନ୍ମତ୍ତକାଣ୍ଡ ଦେଖାଇଛି । ଗଛରେ ଠିଆ ହେବା ସହ ଦୋଳି ଖେଳୁଥିବା ଦୃଶ୍ୟ ଏବେ ଭାଇରାଲ୍ ହୋଇଛି । ଘଟଣା ଆଜି ସକାଳ ର ହୋଇଥିବା ବେଳେ ବହୁ ସମୟ ଗଛରେ ରହିବା ପରେ ଓହ୍ଲାଇଥିବା ମଧ୍ୟ ଜଣାପଡିଛି।