ପାଞ୍ଚ ବର୍ଷ ମଧ୍ୟରେ ଖାଲି ପଡିଥିବା ଦେଢ଼ ଲକ୍ଷ ସରକାରୀ ପଦବୀକୁ ନିରପେକ୍ଷ ଓ ସ୍ବଚ୍ଛ ଢଙ୍ଗରେ ପୂରଣ କରିବା ପାଇଁ ଆମେ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରିଛୁ
ପାଞ୍ଚ ବର୍ଷ ମଧ୍ୟରେ ଖାଲି ପଡିଥିବା ଦେଢ଼ ଲକ୍ଷ ସରକାରୀ ପଦବୀକୁ ନିରପେକ୍ଷ ଓ ସ୍ବଚ୍ଛ ଢଙ୍ଗରେ ପୂରଣ କରିବା ପାଇଁ ଆମେ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରିଛୁ ।୨୦୨୪-୨୫ରେ ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ଓ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଭଳି ସଂସ୍ଥା ଦ୍ବାରା ପରିଚାଳିତ ଶହେ ୮୪ଟି ନିଯୁକ୍ତି ପରୀକ୍ଷା ମାଧ୍ୟମରେ ପ୍ରାୟ ୨୭ ହଜାର ପଦବୀ ପୂରଣ କରାଯିବ ।