( ପ୍ରଶାନ୍ତ ସ୍ୱାଇଁ): ପାରାଦିପ ବନ୍ଦରରେ ଦୀର୍ଘ ସାତ ବର୍ଷ ପରେ ଲାଗିଲା ଏକ ଯାତ୍ରୀବାହୀ ବିଦେଶୀ ପର୍ୟ୍ୟଟକ ଜାହାଜ ।ବିଦେଶରୁ ଆସିଥିବା୬୨ ଜଣ ପର୍ୟ୍ୟଟକ ରତ୍ନଗିରି ଓ ଉଦୟଗିରି ବୁଲିଛନ୍ତି ।ଓଡିଶାର ଏୈତିହ୍ୟ ଓ ସଂସ୍କୃତି ପ୍ରତି ଆକୃଷ୍ଠ ହୋଇ ଆସିଥିବା ଏହି ବିଦେଶୀ ପର୍ୟ୍ୟଟକ ମାନେ ବେଶ ଉତ୍ସାହିତ ଥିବା ବେଳେ ପାରାଦିପ ବନ୍ଦର ପକ୍ଷରୁ ଏମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।ତେବେ ଆଗାମୀ ଦିନରେ ଯାତ୍ରୀବାହୀ ଜାହାଜ ଆସିବା କ୍ଷେତ୍ରରେ ପାରାଦିପ ବନ୍ଦରର ଅନ୍ୟ ଏକ ସଫଳତା ବୋଲି କୁହାଯାଇଛି ।