ପୁଣି ଗଞ୍ଜେଇ ଚାଷ ଉପରେ ଚଢ଼ାଉ କଲା ପୋଲିସ

0

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଂଜାମ ଜିଲ୍ଲା ପାଟପୁର ପୋଲିସ ଓ ଅବକାରୀ ବିଭାଗର ଅଚାନକ ଆଜି ସକାଳେ କେ ନୂଆଗଡ ଗାଁରେ ଚଢାଉ କରିଛନ୍ତି । ଏହି ଗାଁଟି ଗଂଜାମ ଗଜପତି ସୀମାନ୍ତରେ ଥିବା ବେଳେ ଗତ ଅନେକ ବର୍ଷ ହେବ ଏହି ଗାଁ ନିକଟରେ ଥିବା ପାହାଡରେ ଚାଲିଥିଲା ବେଆଇନ ଗଂଜେଇ ଚାଷ । ତେବେ ଆଜି ପୋଲିସ ପ୍ରଶାସନ ଚଢାଉ କରି ବହୁତ ପରିମାଣର ଗଂଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି ।