( ତ୍ରିଲୋଚନ / ରିପୋର୍ଟସଟୁଡେ): ଆଜି ସନ୍ଧ୍ୟାରେ ବିଜେପି ନେତା ସମ୍ବିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏହାପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ବିଜେପି କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଛି । ସେ ତାଙ୍କ ପ୍ରତିକ୍ରିୟା କହିଛନ୍ତି ୧୨୦ ମିଶନ ପୂରଣ ହେବ ଏବଂ ପୁରୀରେ ନିଶ୍ଚିତ ଭାବେ ପଦ୍ମ ଫୁଟିବ । ସେ କାଲିଠାରୁ ବିଦ୍ଧିବଧ ଭାବେ ପୁରୀ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ।