( ଭୁବନେଶ୍ୱର / ରିପୋର୍ଟସଟୁଡେ): ବିଜେଡି ଓ ବିଜେପି ପରେ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ । ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ। ତାଲିକାରେ ଅଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି । ସେହିଭଳି ସଚିନ ପାଇଲଟ୍, ମହମ୍ମସଚିନ ପାଦ ଆଜାରୁଦ୍ଦିନ, ମନମୋହନ ସିଂ, ନିରଞ୍ଜନ ପଟ୍ଟନାୟକ, ଭକ୍ତଚରଣ ଦାସ, ଟି.ଏସ୍.ସିଂହଦେଓ, ଜିତେନ୍ଦ୍ର ସିଂ, ନରସିଂହ ମିଶ୍ର, ଭୂପେଶ ବାଘେଲ, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ଅନୀଲ ଚୌଧୁରୀ, କମଲ ନାଥ, ରାମଚନ୍ଦ୍ର ଖୁଣ୍ଟିଆ, ସୁସ୍ମିତା ଦେବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନଭୋଜତ ସିଂ ସିଦ୍ଧୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ।