ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ ;ଚଳିତ ଥର ପାସ ହାର ୮୭.୩୩ ପ୍ରତିଶତ ରହିଛି

0

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । । ଚଳିତ ଥର ପାସ ହାର ୮୭.୩୩ ପ୍ରତିଶତରହିଛି । ସିବିଏସଇର ଆଧିକାରିକ ୱେବସାଇଟ cbseresults.nic.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୪.୬୭ ରହିଛି ।