ପ୍ରତିଦିନ ସକାଳେ ତୁଳସୀ ଓ ହଳଦୀ ପାଣି ଅଧାକପ୍

0

(ପ୍ରିୟଦର୍ଶନୀ ସ୍ୱାଇଁ/ଭୁବନେଶ୍ୱର): ବ୍ୟସ୍ତ ସହୁଳ ଜୀବନ ମଧ୍ୟରେ ଖାଦ୍ୟପେୟର ଅବହେଳା ଯୋଗୁଁ ଅଧିକାଂଶ ଲୋକଙ୍କର ବିଭିନ୍ନ ସମସ୍ୟା ଦେଖାଯାଏ । ଏଥିପାଇଁ ଆପଣ ଘରୋଇ ଚିକିତ୍ସା ଦ୍ୱାରା ମଧ୍ୟ କରିପାରିବେ । ତେଣୁ ପ୍ରତିଦିନ ସକାଳେ ତୁଳସୀ ଓ ହଳଦୀ ପାଣି ଅଧାକପ୍ ପିଅନ୍ତୁ ମିଳିବ

ଏହି ସମସ୍ୟାର ସମାଧାନ :

୧.ଏହା ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।
୨. କୋଲଷ୍ଟରଲସ୍ତର ମଧ୍ୟ ସ୍ବାଭାବିକ ହୋଇଥାଏ। ତୁଳସୀ ଓ ହଳଦୀ ପାଣି ପିଇଲେ
୩. ଏହା ବିଭିନ୍ନ ମସ୍ତିଷ୍କ ସମସ୍ୟାରୁ ମୁକ୍ତି ଦେଇଥାଏ।
୪.ସେହିପରି ହାର୍ଟ ଆଟାକ୍ କ୍ଷେତ୍ରରେ ତୁଳସୀ ଓ ହଳଦୀ ପାଣି ମହୌଷଧୀ ସଦୃଶ କାର୍ୟ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।