(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ବଦଳିଲା ବିଜେଡିର ପ୍ରତିଷ୍ଠା ଦିବସର ସମୟ । ସୂର୍ୟ୍ୟ ପରାଗ ଯୋଗୁଁ ବଦଳିଲା ସମୟ , ୧୧.୩୦ ପରିବର୍ତେ ଅପରାହ୍ନ ୪.୩୦ ରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି ଜ୍ଝଆସନ୍ତା ୨୬ରେ ହେବ ବିଜେଡିର ପ୍ରତିଷ୍ଠା ଦିବସ ଜ୍ଝସମସ୍ତ ନିର୍ବାଚନ ମଣ୍ଡଳୀରେ ଏହା ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଭୁବନେଶ୍ୱର ଦଳୀୟ କାର୍ୟ୍ୟାଳୟରେ ବିଜେଡି ସୁପ୍ରିମୋ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ବୋଲି ସୂଚନା ଦେଲେ ବିଧାୟକ ପ୍ରତାପ ଦେବ ।