ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

0

ହିଂଜିଳି/ ରଜନୀକାନ୍ତ ପାତ୍ର: ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଜଣେ ଗୁରୁତର। ସୂଚନା ଅନୁଯାୟୀ ଭାବରଡ଼ା ଗ୍ରାମର ଅରୁଣ ବିଶୋଇ କୌଣସି କାମରେ ଆଜି ଭୋର ସକାଳୁ ଭଞ୍ଜନଗର ଯାଉଥିବା ବେଳେ କୌଣସି କାରଣରୁ ପୋଚାଲୁଣ୍ଡି ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଥିଲା । ଫଳରେ ଅରୁଣ ତଳେ ପଡିଯାଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ବୁଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଜ୍ଞଳମଶ ମେଡ଼ିକାଲ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି