ବାପାଙ୍କ ସ୍ଥାନ ନେଲେ ପୁଅ

0

(ଆଦର୍ଶ ରାଉତ) ଭୁବନେଶ୍ୱର: ସମାଜ ବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଆଜମଗଡରୁ ଲଢିବାକୁ ଯାଉଛନ୍ତି ୨୦୧୯ ନିର୍ବାଚନ । ପୂର୍ବରୁ ଏହି ଆସନରେ ତାଙ୍କ ବାପା ମୁଲାୟମ ସିଂହ ଯାଦବ ଲଢି ଆସୁଥିଲେ । ପ୍ରଥମ ଥର ଅଖିଳେଶ ପୂର୍ବାଞ୍ଚଳରୁ ଲଢିବାକୁ ଯାଉଛନ୍ତି । ଦଳ ପାଇଁ ଆଜମଗଡ ଆସନ ସୁରକ୍ଷିତ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ଅଖିଳେଶ । ଏହା ବ୍ୟତୀତ ମୁଲାୟନ ସିଂହଙ୍କ ନାମ ଷ୍ଟାର କ୍ୟାମ୍ପେନରରୁ ମଧ୍ୟ ହଟାଇ ଦିଆଯାଇଛି ।