ଲକ୍ଷେ୍ନø: ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ୫୫ ଆସନରୁ ୫୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ମାୟାବତୀଙ୍କ ପାର୍ଟିର ନାରା ପ୍ରତ୍ୟେକ ପୋଲି ବୁଥ ଜିତିବାର ଅଛି, ବିଏସପିକୁ କ୍ଷମତାକୁ ଆଣିବାର ଅଛି ହୋଇଛି । ମାୟାବତୀ କହିଛନ୍ତି, ମତେ ବିଶ୍ୱାସ ପାର୍ଟିର ପ୍ରତି କାର୍ଯ୍ୟକର୍ତ୍ତ।। କଠିନ ପରିଶ୍ରମ କରିବେ ଓ ବିଏସପିକୁ ୨୦୦୭ ପରି ସତ୍ତାକୁ ଆଣିବାକୁ ହେବ ।
ମାୟାବତୀ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅପିଲ କରି କହିଛନ୍ତି, ୨୦୨୨ରେ ବିଏସପିର ସରକାର ଗଠନ ପାଇଁ ସମସ୍ତେ ପରିଶ୍ରମ କରନ୍ତୁ । ସେ ପାର୍ଟି ନେତାଙ୍କୁ ଓ କାର୍ଯ୍ୟକର୍ତ୍ତାଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ଅପିଲ କରିଥିଲେ ।