( ଦୀପକ କୁମାର ): ଫୁଟିଲା ବୋମା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନିକଟସ୍ଥ ନାକ ପୋଲ ଲକ ଛକରେ ୪ଜଣ ଦୃବୁର୍ତ୍ତ ହଠାତ୍ ଥାନୁଥାଳ ପଞ୍ଚାୟତ ସମିତିସଭ୍ୟ ତଥା ଧର୍ମଶାଳା ବିଜେଡି ସଭାପତି ପ୍ରସନ୍ନ ରାଉତ ଗାଡି ଉପରକୁ ବୋମାମାଡ କରିଥିଲେ । ଏଥିରେ ପ୍ରସନ୍ନଙ୍କ ହାତରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି ।