ବୋକାରୋ: ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଭାରତ By Reporters Today Bureau On Mar 24, 2019 0 Share (ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଝାଡ଼ଖଣ୍ଡର ବୋକାରୋ ସହରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଆଜି ଏକ ବଡ଼ଧରଣର ଅଗ୍ନିକାଣ୍ଡ ଦେଖାଦେଇଛି । ଚନ୍ଦନକିଆରୀ ଠାରେ ଥିବା ଏହି ଷ୍ଟିଲ ପ୍ଲାଣ୍ଟଟି ବେଦାନ୍ତ ମାଲିକନାରେ ଥିବା ଜଣାଯାଇଛି । ତେବେ ଏପର୍ୟ୍ୟନ୍ତ କୌଣସି ମୃତାହତ ଖବର ମିଳିପାରିନାହିଁ। bbsrOdishareporterstoday 0 Share FacebookTwitterGoogle+ReddItWhatsAppPinterestEmail