ବୌଦ୍ଧିକ ଭିନ୍ନକ୍ଷମ ମାନଙ୍କ ଜୀବନ ଜିବିକା ଉପରେ ତାଲିମ

0

(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗର୍ଜା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଭିନ୍ନକ୍ଷମ ଓ ଅଭିଭାବକ ସଂଘ ସୁବର୍ଣ୍ଣପୁର ଓ ପରିବାର ପୁନେଃ ର ମିଳିତ ଆନୁକୂଲ୍ୟରେ ତଥା ସିବିମ ସହାୟତାରେ ବୌଦ୍ଧିକ ଭିନ୍ନକ୍ଷମ ମାନଙ୍କ ଜୀବନ ଜିବିକା ଉପରେ ଏକ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତାଲିମ ପ୍ରଶିକ୍ଷକ ଭାବରେ ଲକ୍ଷ୍ମଣ କୁମାର ସା ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବ୍ୟବସାୟ ଓ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ।