ବ୍ରାହ୍ମଣୀ ନଦୀ ପଠାରେ ହାତୀପଲ

0

(ସର୍ବେଶ୍ୱର ପାତ୍ର/କମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ରାୟନୃସିଂହପୁର ପଂଚାୟତ କମଗର ବ୍ରାହ୍ମଣୀ ନଦୀ ପଠାରେ ହାତୀପଲ ଯାଉଥିବା ଦେଖିବାକୁ ମିଳିଥିଲା ।ଯେଉଁ ହାତୀ ପଲରେ ପ୍ରାୟ ୪୦ ରୁ ଅଧିକ ବଡ଼ ସାନ ହାତୀ ଅଛନ୍ତି ।ଚାଷୀମାନେ ଚିନ୍ତାରେ ଅଛନ୍ତି ଧାନ ଫସଲ ନଷ୍ଟ କରିବେ ଏହି ହାତୀପଲ ।ଖବର ପାଇ ବନ ବିଭାଗ ଅଧିକାରୀ ମାନେ ଯାଇ ହାତୀପଲଙ୍କୁ ଘଉଡାଇଛନ୍ତି ।