ଭାଇରାଲ୍ ହେଉଛି ଶର୍ମା ଏବଂ ରେହେନାଙ୍କ ଭିଡିଓ

0

(ପ୍ରିୟଦର୍ଶନୀ ସ୍ୱାଇଁ, ମୁମ୍ବାଇ) : ସବୁବେଳେ ନିଜେ ନିଜର ଷ୍ଟାଇଲିସ୍ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଶର୍ମା ଓ ରେହେନା । ଏବେ ଉଭୟ ଏକ ଏପରି ଘଟଣା ଘଟାଇଛନ୍ତି ତାହା ବିଶ୍ୱାସ କରିପାରିବେ ନାହିଁ । ନିକଟରେ ଏକ୍ତା କପୁରଙ୍କ ହୋଲି ପାର୍ଟିରେ ଯୋଗ ଦେଇଥିଲେ । ନିଆ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ କଥା ହେଉଥିବା ସମୟରେ ଅଚାନକ ଆସି ପହଞ୍ଚିଥିଲେ ରେହେନା। ରେହେନାଙ୍କୁ ଦେଖି ଖୁସି ହୋଇ ଲିପ୍-ଲକ୍ କିସ୍ କରିଛନ୍ତି ।ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଫଳରେ କ୍ୟାମେରା ସାମ୍ନାରେ ପରସ୍ପରଙ୍କୁ ଚୁମ୍ବନ ଦେଇ ଗଣମାଧ୍ୟମ ସଂସ୍ଥାରେ ଚର୍ଚ୍ଚା ପାଲଟିଛନ୍ତି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ରେହେନାଙ୍କୁ ଦେଖିବା ମାତ୍ରେ ନିଆଁ ହୋଲିର ଶୁଭକାମନା ଦେବା ସହ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ।

https://www.instagram.com/p/BvUIb8OFJy-/?utm_source=ig_web_button_share_sheet