ଭାଲୁ ଆକ୍ରମଣରେ ୩ ଗୁରୁତର

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ଆଜି ସକାଳେ ପୋଖରୀକୁ ଶୌଚ ପାଇଁ ଯାଇ ଥିବା ବେଳେ ତିନି ଜଣ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କ୍ଷୀରୋଦ ନାଏକ, ଫୁଲମତୀ ନାଗ ଓ କରୁଣା ମାଝୀ। ସେମାନେ ସୁସ୍ଥ ଥିବା ଜଣାଯାଇଛି ।