ଭୁବନେଶ୍ୱରେ ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ୱକପ୍

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫିଫା ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ୱକପ୍ ଅନୁଷ୍ଠିତ ହେବ । ଭାରତର ସମସ୍ତ ୬ଟି ଯାକ ମ୍ୟାଚ ସମ୍ପୃକ୍ତ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଫିଫା ବିଶ୍ୱକପ୍ ୧୭ ବର୍ଷରୁ କମ୍ ବୟସ୍କ ମହିଳାଙ୍କ ପାଇଁ ଅକ୍ଟୋବର ୧୧ରୁ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚଟି ଅକ୍ଟୋବର ୧୧, ୧୪ ଓ ୧୭ରେ ଅନୁଷ୍ଠିତ ହେବ ।