କୋଇଲା ବୋଝେଇ ଟ୍ରେନରେ ନିଆଁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ଏକ କୋଇଲା ବୋଝେଇ ଟ୍ରେନରେ କୌଣସି କାରଣରୁ ନିଆଁ ଲାଗି ଯାଇଛି । ଏହି ଅଗ୍ନିକାଣ୍ଡ ସମ୍ବଲପୁରରେ ହୋଇଛି । ନିଆଁରେ ଦୁଇଟି ବଗି ପ୍ରଭାବିତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ôଚ ନିଆଁକୁ ଆୟତ୍ତ କରିଛନ୍ତି ।