( ପୁରୀ / ଜୟନ୍ତ କୁମାର ସେଠୀ): କୋଣାର୍କ ଯାତ୍ରୀ ନିବାସ ଠାରେ ମୁଁ ବି ଷ୍ଟାର ପାଇଁ ଏକ ପ୍ରେସ୍ ମିଟିଂ ହୋଇଯାଇଛି କ୍ଷ ଏହି ପ୍ରେସ୍ ମିଟିଂରେ ଓଡ଼ିଶାର ସିନେ ଜଗତର ଆଗଧାଡିର ନାୟିକା ଶ୍ରୀଧର ମାଥ୍ୟା ଉପସ୍ଥିତ ଥିଲେ । ଲୋକେ ନୃତ୍ୟ ପ୍ରତି ଯୋଗିତା ଆୟୋଜିତ କରି କୁନି ପ୍ରତୀଭାଙ୍କୁ ଆଗକୁ ନେବାରେ ମୁଁ ବି ଷ୍ଟାର କୋଣାର୍କରେ ନୂଆ ପ୍ରୟାସ ଆରମ୍ଭ କରିଛି ଯେଉଁ କୁନି ପ୍ରତିଭା ଯୋଗନେବାକୁ ଚାହୁଁଛନ୍ତି