ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା

0

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ତିହିଡି ବ୍ଲକର ତ୍ରିଲୋଚନ ମହାଳିକ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ ଯାତ୍ରାରମ୍ଭ କରିଛନ୍ତି କ୍ଷ ତାହା ଭଦ୍ରକ ସାଳନ୍ଦୀ ହସ୍ପିଟାଲ ପରିସରରୁ ଯାତ୍ରାରମ୍ଭ ସମୟରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନକ୍ଷ ଦିଆଯାଇଛି କ୍ଷ ସେ ୨୫୧ ଦିନରେ ୨୦ଟି ରାଜ୍ୟ ସହ ୧୧୦୦୦ କିଲୋମିଟର ଯାତ୍ରା କରି ସଚେତନତା ବାର୍ତ୍ତା ବାଣ୍ଟିବା ପରେ ଭଦ୍ରକ ଫେରିବେ ବୋଲି ଆଶା ରଖିଛନ୍ତି।