(ରିପୋଟସ ଟୁଡେ): ଆଜି ରିପୋଟର୍ସ ଟୁଡେ ୱେବ ଚ୍ୟାନେଲର ୬ଷ୍ଠ ତମ ବାର୍ଷିକ ଉତ୍ସବ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଚ୍ୟାନେଲର ଇନପୁଟ ହେଡ ଶିଳାଶ୍ମିିିିତା ରାୟଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସୁର୍ଜିତ ଧଳ ଯୋଗ ଦେଇ କାର୍ଯ୍ୟଳୟରେ ହୋଇଥିବା ଯଜ୍ଞରେ ଚ୍ୟାେନେଲ ତଥା ଏହାର କର୍ମାକର୍ତ୍ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରିପୋଟର୍ସ ଟୁୁଡେର ସମସ୍ତ କର୍ମକର୍ତ୍ତା ସାମିଲ ଥିଲେ ।