ରିଲିଜ ହେଲା ସିନେମା ‘କୋଇଲି ’ର ଟ୍ରେଲର

0

(ପ୍ରିୟଦର୍ଶନୀ ସ୍ୱାଇଁ, ଭୁବନେଶ୍ୱର) : ନିଜର  ଦମ୍ ଦାର୍ ଅଭିନୟରେ ଦର୍ଶକଙ୍କ ମନକୁ ଜିତିପାରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ଗାର୍ଗି ମହାନ୍ତି । ନିକଟରେ ଗାର୍ଗିଙ୍କୁ ଦେଖିବାକୁ ମିଳିଛି ଏକ ପ୍ରାମାଣିକ ଚଳଚ୍ଚିତ୍ର କୋଇଲି ରେ । ପରିବତ୍ତନ ପାଣିପାଗ ଯୋଗୁଁ ମତ୍ସଜିବୀମାନଙ୍କ ଅସୁବିଧା ଓ ଏହାକୁ ଦେଇ ସମାଜରେ ପଡ଼ୁଥିବା ପ୍ରଭାବ ଉପରେ ନିମାଁଣ ହୋଇଛି ଚଳଚିତ୍ର ଋ ମୁଖ୍ୟ ଉଦେ୍ଧଶ୍ୟ । ସିନେମାଟିର ମୁଖ୍ୟ ଟ୍ରେଲର୍ ରିଲିଜ ହୋଇଛି । ସ୍ନେହାସିସି ଦାସ ଏହାର ନିଦେ୍ଧଶନା ଦେଈଥିବା ବେଳେ ଉତ୍କଳ ଦିବସ ଉପଲକ୍ଷେ ଏହା ମୁକ୍ତିଲାଭ କରିବ ।  ଗାର୍ଗିଙ୍କ ବ୍ୟତିତ ଲିଙ୍କନ ପଟ୍ଟନାୟକ,ଧରିତ୍ରୀ ଖଣ୍ଡୁଆଳ,ଭାସ୍ୱତି ବାସୁ ପ୍ରମୁଖ ସିନେମାରେ ନଜର ଅ।।ସିବେ ।