ଲୁହା ରଡ଼ରେ ଆକ୍ରମଣ ,ଜଣେ ଗୁରୁତର

0

(ସର୍ବେଶ୍ୱର ପାତ୍ର)କାମାକ୍ଷାନଗର: ଲୁହା ରଡ଼ ଆକ୍ରମଣରେ ଯୁବକ ଗୁରୁତର ଆହତ । ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁପାଣି ଗାଁ ପାଖ ପୋଖରୀ ନିକଟରେ ରମାକାନ୍ତ ଦେହୁରୀ ଓ ତାଙ୍କ ପରିବାର ଲୋକେ ସେହି ଗାଁର ବିଶ୍ୱଜିତ ସାମଲ (୩୪ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କୁ ଲୁହର ରଡ଼ରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।