ଶଙ୍ଖ ଛାଡି ପଦ୍ମ ଧରିଲେ କୃଷ୍ଣପ୍ରସାଦ ବ୍ଲକର ୩ ସମିତିସଭ୍ୟ

0

ବ୍ରହ୍ମଗିରୀ: ବ୍ରହ୍ମଗିରୀ ବିଜେପିରେ ମିଶ୍ରଣ ପର୍ବ। ଶଙ୍ଖ ଛାଡି ପଦ୍ମ ଧରିଲେ କୃଷ୍ଣପ୍ରସାଦ ବ୍ଲକର ୩ ସମିତିସଭ୍ୟ। ବଡଝାଡ, ସିଆଣ୍ଡି ଓ ସିଆଳ ପଞ୍ଚାୟତର ୩ସମିତିସଭ୍ୟ ହେଉଛନ୍ତି ଉମାକାନ୍ତ ସେଠୀ, ଲଳିତ ତରାଇ, ଭିମସେନ ସେଠୀ । ଗତକାଲି ଏମାନେ  ଭୂବନେଶ୍ବର ଠାରେ ରାଷ୍ଟ୍ରିୟପ୍ରବକ୍ତା ସମ୍ବିତ ପାତ୍ରଙ୍କ କାର୍ଯ୍ୟଳୟ ଠାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ଓ ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିବା ସୁଚନା।