(କାମାକ୍ଷାନଗର / ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ ଗତକାଲି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଶେଷ ହୋଇଛି ।୪ଟାରେ ସୁବ୍ରତ ତ୍ରିପାଠୀଙ୍କ ଦ୍ଵାରା ଛେରା ପହଁରା କରାଯିବା ପରେ ସନ୍ଧ୍ୟା ୫ଟାରେ ରଥଟଣା କରାଯାଇଥିଲା ।ଏଥିରେ ସତୀଶ କୁମାର ଆଚର୍ୟ୍ୟ ମୁଖ୍ୟ ପୁରୁଦ୍ଧ ଭାବେ କାର୍ୟ୍ୟ ତୁଲାଇଥିଲେ । ସେହିପରି ଆଳତୁମ।,କାଦୁଅ।,ରେକୁଳ,ବଡ଼ସୁଆଳ,ଜିରିଡାମ।ଳି,ଯନ୍ତ।ରୀବୋଲ ଆଦି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରସହ ରଥଯାତ୍ରା ଶେଷ ହୋଇଥିଲା ।