ସଫେଇ ଓ ରକ୍ତ ଦାନ ଶିବିର

0

( ସେଖ ଫାଇଜାନ କାଦରୀ ): ଭଦ୍ରକ ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ନସିମ ଅଖତର କାଦରୀ ଙ୍କ ୬୪ତମ ଜନ୍ମଦିନ ତିଥୀ ଉପଲକ୍ଷେ ଭଦ୍ରକର ସମସ୍ତ ଗାଁ ଓ ସହର ସଫେଇ କାର୍ୟ୍ୟକ୍ରମ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା ।ଅଖିଳ ଭାରତୀୟ ଦୁଃଖୀ ସମାଜ ପକ୍ଷରୁ ଭଦ୍ରକ ସହର ର ସରକାରନଗରସ୍ଥିତ ଖାନକା ସରିଫ ଠାରେ ଏହି ମେଗା ରକ୍ତ ଦାନ ଶିବିରଟି ଅନୁଷ୍ଠିତ ହୋଇଯାଇଛି ।ଅଖିଳ ଭାରତୀୟ ଦୁଖୀ ସମାଜ ର ସଭାପତି ମାନୱାର ହୁସେନ ଏହି ଶିବିର କୁ ଉଦଘାଟନ କରିଥିଲେ ରକ୍ତଦାନ ଶିବିରରୁ ଗୋଟିଏ ଦିନରେ ୯୦୫ ଇଉନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ୟ୍ୟକ୍ରମରେ ସିଡିଏମଓ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।