“ସମାଜ” ପକ୍ଷରୁ ଓଜସ୍ସିନୀ ଓଡ଼ିଶା ଜିଲ୍ଲା ସ୍ତରୀୟ ବିର୍ତକ ପ୍ରତିଯୋଗିତା ଅନୁଷ୍ଠିତ

0

(ଓମ୍ ପ୍ରକାଶ ମିଶ୍ର /ସୋନପୁର):ସୁବର୍ଣ୍ଣପୁର ଜିଲ୍ଲା ଦୈନିକ ଖବର କାଗଜ” ସମାଜ” ପକ୍ଷରୁ ଓଜସ୍ସିନୀ ଓଡ଼ିଶା ଜିଲ୍ଲା ସ୍ତରୀୟ ବିର୍ତକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଅଶଂ ଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ପୁରସ୍କାର ବିତରଣୀ ଉସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଯୋଗଦେଇ କୄତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।ଏହି ବିତରଣୀ କେନ୍ଦ୍ର ରେ ସାହାରା ଟ୍ରଷ୍ଟ ର ଅଧ୍ୟକ୍ଷ ଗତିକୄଷ୍ମ ମିଶ୍ର ,ସମାଜ ପ୍ରତିନିଧି ସ୍ୱ।ଧିନ ମେହେର,ଧର୍ମ ଶାଲ କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ର ,ଏବଂ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।