ସମୁଦ୍ରରେ ବୁଡି ଯୁବଙ୍କ କ ମୃତ୍ୟୁ

0

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ରରେ ଯୁବକ ଜଣକ ଭାସି ଯାଉଥିବା ବେଳେ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ ! କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ର ମୃତ୍ୟୁ ଘଟିଛି। ସମୁଦ୍ରକୂଳ ୨୩ ନଂ ଜୋନ୍ କାମେଲିଆ ହୋଟେଲ ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ସୂଚନା ମିଳିଛି ! ମୃତ ଯୁବକ ହେଲେ ପଶ୍ଚିମବଙ୍ଗର ଦେବରାଜ ମୁଖାର୍ଜୀ।