(ତ୍ରିଲୋଚନ ରାଉତ) ଭୁବନେଶ୍ୱର: କାଳିଆ ଯୋଜନା ନାମରେ ଓଡିଶା ବାସୀଙ୍କୁ ଭଣ୍ଡାଉଛି ରାଜ୍ୟ ସରକାର । ନିର୍ବାଚନ ସମୟରେ ନିର୍ବାଚନ ପାଣ୍ଠି ଆଦାୟ କରି ଲୋକଙ୍କୁ ବାଣ୍ଟିବାକୁ ନେଇ ବିଜେଡି ଷଡଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଏଥିନେଇ ସିଇଆଇଙ୍କ ନିକଟକୁ ସିଇଓଙ୍କ ଜରିଆରେ ଅଭିଯୋଗ ପତ୍ର ଦେଇଛି ।