୨୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ଓଡ଼ିଶା ପାଇଁ ଏକ ଗର୍ବର ଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀ ୧୦ଟି ବଡ଼ ଉଦ୍ୟୋଗ ଶିଳ୍ପର ଉଦଘାଟନ କରିଛନ୍ତି । ଏବଂ ୧୨ଟି ନୂତନ ଶିଳ୍ପସଂସ୍ଥାର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ଏକ ବିକଶିତ ରାଜ୍ୟ ରୂପେ ପରିଗଣିତ ହେବାକୁ ଯାଉଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶିଳ୍ପ ମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର ।