(ବନବାସୀ ପ୍ରଧାନ / କନ୍ଧମାଳ): ମୋ ସରକାର ବା ୫-ଟିକୁ ମାନୁନାହାନ୍ତି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ । ୫ଟି ସଚିବ କାର୍ତ୍ତିକ ପାଣ୍ଡିୟାନ ଶିକ୍ଷାବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୋ ସରକାରର ବ୍ୟବସ୍ଥା କଲେ କିନ୍ତୁ ଏହି ବ୍ୟବସ୍ଥାକୁ ପାଳନ କରୁନାହାଁନ୍ତୀ ଶିକ୍ଷକ ,ଶିକ୍ଷତ୍ରୀ ।
ସୂଚନା ଅନୁଯାୟୀ ଗତକାଲି ଦାରିଙ୍ଗବାଡି ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ କିରିକୁଟି ସ୍କୁଲ ପାଚେରୀ ବାହାରେ ଆସିଷ୍ଟାଣ୍ଡ ଶିକ୍ଷତ୍ରୀ କୈଶଲ୍ୟା ନାୟକ ଓ ଶିକ୍ଷକ ପଦ୍ମନାଭ ନାୟକ ସ୍କୁଲ ଛାଡି ଚାଲିଯାଇଥିଲେ । ଶେଷ ପ୍ରାର୍ଥନାରେ ତିନିଜଣ ଶିକ୍ଷକ ଓ ଜଣେ ଶିକ୍ଷତ୍ରୀ ଥିଲେ ।ଅନ୍ୟ ଶିକ୍ଷକ,ଶିକ୍ଷତ୍ରୀ ସେଠାରେ ଉପସ୍ଥିତ ନଥିଲେ ।ଏବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲୁ ପ୍ରଧାନ ଶିକ୍ଷକ ମହୋଦୟ ମୋ ଅନୁମତି ନେଇ ସେମାନେ ଯାଇଛନ୍ତି ବୋଲି ପ୍ରକାଶ କରିଥିଲେ ।ପ୍ରଧାନ ଶିକ୍ଷକ ଫୋନ ମାଧ୍ୟମରେ ଶିକ୍ଷକ ଓ ଶିକ୍ଷତ୍ରୀଙ୍କୁ ଖବର ଦେଇଥିଲେ ଉଭୟ ଶିକ୍ଷକ,ଶିକ୍ଷତ୍ରୀ ଅଧା ରାସ୍ତାରୁ ସ୍କୁଲକୁ ଫେରିଥିଲେ ।ଏବିଷୟରେ ଦୁହେଁଙ୍କୁ ପଚାରିବାରୁ କାମଥିବାରୁ ପ୍ରଧାନ ଶିକ୍ଷକଙ୍କ ଅନୁମତି ନେଇ ଯାଇଥିଲୁ ବୋଲି ପ୍ରକାଶ କରିଥିଲେ ।ଏ ବିଷୟରେ ଦାରିଙ୍ଗବାଡି ବିଇଓଙ୍କ ଫୋନ ମାଧ୍ୟମରେ ପ୍ରତିକ୍ରୀୟା ନେଇଥିଲୁ ସେ କହିଥିଲେଯେ ଆପଣଙ୍କୁ ସ୍କୁଲକୁ ଯିବାକୁ ଅନୁମତି ଦେଲାକିଏ,ଶିକ୍ଷକମାନଙ୍କ ବାଇଟ୍ କାହିଁକି ନେଲ ମୋତେ ପଚାରିଥାନ୍ତ ।ହେଲେ ଏଠାରେ ପ୍ରଶ୍ନ ଉଠୁଛି ମୋ ସରକାର ୫ଟି କାହାପାଇଁ ଲାଗୁକରାଯାଇଛି ।ସାମ୍ବାଦିକଙ୍କୁ ସ୍କୁଲଭିତରକୁ ଯିବାକୁ କାହାର ନିଦ୍ଦେଶ ଦରକାର ୫ଟି ସଚିବ କହିବେକି ।ଏଭଳି ସାମ୍ବାଦିକଙ୍କୁ ବିଇଓ ଧମକେଇବାର କାରଣ କଣ ରହିଛି ଉଚ ପଦସ୍ତ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଇବେକି ।ଏଭଳି ଦୃଶ୍ୟ ବାରମ୍ବାର ସାମନାକୁ ଆସୁଥିବାରୁ ଛାତ୍ର,ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଥିବା କାଯ୍ୟରେ ଅବହେଳା କରୁଥିବାଶିକ୍ଷକ,ଶିକ୍ଷତ୍ରୀ ଉପରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ